ଗୋଆର ଲୈରାଇ ଦେବୀମନ୍ଦିରରେ ଦଳାଚକଟା- ୬ ମୃତ, ୫୦ରୁ ଅଧିକ ଆହତ

ଗୋଆର ଶିରଗାଁଓ ମନ୍ଦିରରେ ଦଳାଚକଟାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଆହତ ହୋଇଛନ୍ତି। ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର…