ସରକାର କିଣିବେ ଦଳିତ ଆଦିବାସୀଙ୍କ ଜମି- ସୁରେଶ ପୂଜାରୀ

ଏଣିକି ସରକାର କିଣିବେ ଦଳିତ ଓ ଆଦିବାସୀଙ୍କ ଜମି। ଏଥିଲାଗି ଖୁବ ଶୀଘ୍ର କର୍ପସ ଫଣ୍ଡ ଗଠନ ହେବ। ଏମିତି ହେଲେ କୌଣସି ଧନୀ କି ପ୍ରତିପତ୍ତିଶାଳୀ…