ରାଜସ୍ଥାନରେ ଦୁଇ ଦିନ ସ୍କୁଲ ବନ୍ଦ

ରାଜସ୍ଥାନ: ରାଜସ୍ଥାନରେ ଲାଗିରହିଛି ପ୍ରବଳ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ଦୁଇ ଦିନ ପାଇଁ କୋଟା, ବୁନ୍ଦିରେ ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି।…