ଓଭାଲରେ ବୋବାଲ- ଚିଫ୍ କ୍ୟୁରେଟରଙ୍କୁ ଅଙ୍ଗୁଳି ଦେଖାଇଲେ ଗାମ୍ଭୀର

ଓଭାଲ ମୈଦାନରେ ଗୌତମ ଗାମ୍ଭୀରଙ୍କ ସହ ଗ୍ରାଉଣ୍ଡ ଷ୍ଟାଫଙ୍କ ବଚସା। ଟିମ୍ ଇଣ୍ଡିଆରେ ହେଡ୍ କୋଚ୍ ଗୌତମ ଗାମ୍ଭୀର ପିଚ୍ ମୁଖ୍ଯ କ୍ୟୁରେଟର ଲି ଫୋର୍ଟିସଙ୍କୁ ଅଙ୍ଗୁଳି…