ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ

ନର୍ସିଂ ଅଫିସରଙ୍କ ଦାବି ପ୍ରତି ସରକାର ସକାରାତ୍ମକ ବିଚାର କରୁଛନ୍ତି । ରାଜ୍ୟ ବ୍ୟାପୀ ନର୍ସିଂ ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ଏଥିରୁ ଓହରିବାକୁ ନିବେଦନ…