BalasoreLatest Newsଓଡ଼ିଶାରାଜ୍ୟ

ବାହାନଗା ଷ୍ଟେସନ ନବୀକରଣ: ବଦଳିବ ଷ୍ଟେସନର ରୂପରେଖ

ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଏହି ରେଳ ଷ୍ଟେସନର ହେବ ନବୀକରଣ । ବଦଳିବ ରେଳ ଷ୍ଟେସନର ରୂପରେଖ । ରିଲେ ରୁମରୁ ଆରମ୍ଭ କରି ସିଗନାଲ ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛି ନୂଆ ଓ ଆଧୁନିକରଣ କରାଯିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ଅନିଲ୍ କୁମାର ମିଶ୍ରା । ଷ୍ଟେସନର ସମସ୍ତ ପୁରୁଣା ଯନ୍ତ୍ରପାତି ବଦଳାଯାଇ ନୂଆ ଯନ୍ତ୍ରପାତି ଲାଗିବ । ତେବେ ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଏତେ ବଡ ଦୁର୍ଘଟଣା ପରେ ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶାସନ ଅଣ୍ଟା ଭିଡିଛି । ତେଣୁ ଏହାର ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖି ଏହାର ରୂପରେଖ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Related Articles

Leave a Reply

Your email address will not be published.

Back to top button