ହିପ୍ନୋଟାଇଜ୍ କରି ଲୁଟିନେଲେ ମହିଳାଙ୍କ ଅଳଙ୍କାର

ହିପ୍ନୋଟାଇଜ୍ କରି ଦିନ ଦ୍ୱିପ୍ରହରରେ ଲୁଟିନେଲେ ମହିଳାଙ୍କୁ। ପଞ୍ଜାବର ମୋଗା ସହରରେ ରବିବାର ଏଭଳି ଘଟଣା ଘଟିଛି। ଏକ କସମେଟିକ୍ ଦୋକାନରେ ଏକୁଟିଆ ବସିଥିଲେ ମହିଳା ଜଣକ।…