ଟ୍ରମ୍ପଙ୍କ ରେସିପ୍ରୋକାଲ ତାରିଫ୍- ଅଦାଲତି ଝଟକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଶାସନକୁ ଅନ୍ତରାଷ୍ଟ୍ରୀୟ ବ୍ୟାପାର ଅଦାଲତରୁ ବଡ଼ ଝଟକା ଲାଗିଛି। ଟ୍ରମ୍ପଙ୍କ ରେସିପ୍ରୋକାଲ ତାରିଫକୁ ଅବୈଧ ବୋଲି ରାୟ ଦେଇଛନ୍ତି।…