ଚୋରା ମଦ କାରବାର- ଗିରଫ ହେଲା ଘୋଡ଼ା

ଚୋରା ମଦ କାରବାରରେ ଗିରଫ ହେଲା ଘୋଡ଼ା। ବିହାରର ବେତିୟାରେ ଏଭଳି ଅଭାବନୀୟ ଘଟଣା ଆସିଛି। ଘୋଡ଼ା ଉପରେ ବିପୁଳ ମାତ୍ରାରେ ଲଦାଯାଇଥିବା ମଦ ଜବତ ହୋଇଥିଲା।…