ରେଙ୍ଗାଲି ମୁଖ୍ୟ କେନାଲରୁ ଚାଲାଣ ଚାଲିଛି ବେଆଇନ୍ ମାଟି

 ରେଙ୍ଗାଳି ବାମ ମୁଖ୍ୟ କେନାଲର ବାରିହାପୁର ଗ୍ରାମ ଠାରୁ ବେଆଇନ ଭାବେ ହଜାର ହଜାର ଟ୍ରିପ ଗଛିତ ଥିବା ମାଟିକୁ ଉଠାଇ ନେଇଛି ମଣ୍ଟିକାଲ ନାମକ ଠିକାସଂସ୍ଥା।…