ଭାରତ ଧର୍ମଶାଳା ନୁହେଁ, ଯିଏ ଦୁନିଆଯାକର ଲୋକଙ୍କୁ ଶରଣ ଦେବ- ସୁପ୍ରିମକୋର୍ଟ

ଭାରତ ଧର୍ମଶାଳା ନୁହେଁ। ସାରା ଦୁନିଆରୁ ଆସୁଥିବା ଶରଣାର୍ଥୀଙ୍କୁ ଅତିଥି ଭାବେ ଥଇଥାନ କରିପାରିବନି। ଏମିତିରେ ଭାରତ ୧୪୦ କୋଟି ଜନସଂଖ୍ୟାକୁ ନେଇ ଯୁଝୁଛି। ସୁପ୍ରିମକୋର୍ଟର ବିଚାରପତି…