ବର୍ଷକ ମଧ୍ୟ୍ୟରେ ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ଛାଡିଲେ ଦେଶ…

ବର୍ଷକ ମଧ୍ୟ୍ୟରେ ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ଦେଶ ଛାଡିଛନ୍ତି । ୨୦୨୧ ରେ ଏମାନେ ଭାରତ ଛାଡି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି…