ପରଲୋକରେ ପିୟୂଷ- ବିଜ୍ଞାପନ ଜଗତର ଜାଦୁଗର

ପ୍ରଖ୍ୟାତ ଆଡ୍ ଗୁରୁ ପିୟୁଷ ପାଣ୍ଡେ ଆଉ ନାହାନ୍ତି। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ୪ ଦଶନ୍ଧି ଧରି ଭାରତୀୟ ବିଜ୍ଞାପନ ଦୁନିଆର କ୍ରିଏଟିଭ୍…