ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ହକି ଟିମ୍

ଭୁବନେଶ୍ୱର ଆସିବେ ଭାରତୀୟ ହକି ଟିମ୍। ଆସନ୍ତାକାଲି ୧୨ଟା ୩୦ ମିନିଟ୍ ରେ ପ୍ୟାରିସ୍ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମ୍ ଭୁବନେଶ୍ୱରରେ…