କୁଏତରେ ଅଗ୍ନିକାଣ୍ଡ : ୨ ଓଡ଼ିଆଙ୍କ ମୃତ୍ୟୁ

କୁଏତରେ ଭୟାବହ ଅଗ୍ନିକାଣ୍ଡ ଘଟଣା। ୨ ଓଡ଼ିଆଙ୍କ ମୃତ୍ୟୁ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼। ମହମ୍ମଦ ଜହୁରଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ…