ଇଣ୍ଡୋନେସିଆର ୭ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ- ୨୨ ମୃତ

ଇଣ୍ଡୋନେସିଆର ଜାକର୍ତ୍ତାରେ ୭ ମହଲା ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ୨୨ ଜଣଙ୍କ ଜୀବନ ଯାଇଛି। ତଳ ମହଲାରେ ବ୍ୟାଟେରୀରେ ବିସ୍ଫୋରଣରୁ ନିଆଁ ଲାଗିଥିଲା। ଉପର ମହଲାରେ…