ରାଜଧାନୀରେ ବିଭତ୍ସ ହତ୍ୟା

ବାଇକରେ ଯାଉଥିଲେ। ଝିଅକୁ ସ୍କୁଲରୁ ଛାଡ଼ି ଘରକୁ ଫେରୁଥିଲେ। ବାଟରେ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ। ରାଜଧାନୀରେ ସକାଳୁ ସକାଳୁ ଘଟିଛି ଏମିତି ଚାଞ୍ଚଲ୍ୟକର ଘଟଣା।…