ସେନା କ୍ୟାମ୍ପ ଉପରକୁ ଆକ୍ରମଣ, ୨ ଜଣ ଯବାନ ଆହତ

ଜମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆକ୍ରମଣ । ୨ ଜଣ ଯବାନ ଆହତ ହୋଇଛନ୍ତି। ଏବେବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ…