ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ କ୍ଷୋଭ- କେବେ ଟଙ୍କା ଫେରାଇବେ ସରକାର ?

ବର୍ଷେ ହୋଇଗଲା। ହେଲେ ଟଙ୍କାଟିଏ ପାଇଲୁନି। ଏଭଳି ବାଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ। କ୍ଷମତାରେ ବସିବାର ୨୪ ଘଣ୍ଟା ଭିତରେ ଜମାକାରୀଙ୍କୁ ଟଙ୍କା…