ଜାଲ୍ଲିକାଟ୍ଟୁ ପ୍ରତିଯୋଗିତାରେ ଅଘଟଣ

ତାମିଲନାଡୁର ପାରମ୍ପରିକ କୃଷି ପର୍ବ ପୋଙ୍ଗଲ ଅବସରରେ ଚାଲିଥିବା ଜାଲ୍ଲିକାଟ୍ଟୁ ପ୍ରତିଯୋଗିତାରେ ଅଘଟଣ। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ…