ଟ୍ରାଫିକ୍ ଲାଗି ୧୦ ମିନିଟ ବିଳମ୍ୱ- ବିମାନରେ ଚଢ଼ିପାରିନଥିବା ଭୂମି ଅଳ୍ପକେ ବର୍ତ୍ତିଗଲେ

ଟ୍ରାଫିକରେ ଫସିଥିବାରୁ ମିସ୍ କରିଦେଇଥିଲେ ଫ୍ଲାଇଟ୍। ମାତ୍ର ୧୦ ମିନିଟ୍ ହାତରେ ଥିଲେ, ସେ ଫ୍ଲାଇଟରେ ଚଢ଼ିପାରିଥାଆନ୍ତେ। କିନ୍ତୁ ଟ୍ରାଫିକ ଭିଡ଼ରେ ଫସିଯିବାରୁ ଏୟାରଇଣ୍ଡିଆ ବିମାନ ମିସ୍…