ଅର୍ଥନୀତିଜାତୀୟ

କଫସିରପର ରପ୍ତାନୀ ପୂର୍ବରୁ ଗୁଣବତା ଯାଂଚ ଜରୁରୀ, ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ : କିଛି ଦେଶରୁ ଭାରତରେ ତିଆରି ହେଉଥିବା କପ୍‌ସିରଫର ଗୁଣବତା ଉପରେ ଉଠିଥିବା ପ୍ରଶ୍ନ ପରେ କେନ୍ଦ୍ର ସରକାର ଏହାର ରପ୍ତାନୀ  ପୂର୍ବରୁ ନିର୍ଦ୍ଧାରିତ ସରକାରୀ ପ୍ରୟୋଗଶାଳାରେ ଗୁଣବତା ଯାଂଚକୁ ଆବଶ୍ୟକ କରିଛି ।

ଏହି ସମ୍ବନ୍ଧରେ ମଙ୍ଗଳବାର ଦିନ ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ ଜାରି ଏକ ଅଧିସୂଚନାରେ କହିଛନ୍ତି ଯେ ରପ୍ତାନୀ   କରିଥିବା ଉତ୍ପଦର ନମୁନାର ପ୍ରୟୋଗଶାଳାରେ ପରୀକ୍ଷଣ ହେବାପରେ କପ୍‌ସିପରପର ନିର୍ଯାତ କରି ଅନୁମତି ମିଳିବ । ନୂଆ ବ୍ୟବସ୍ଥା ଏକ ଜୁନ୍‌ରୁ ଲାଗୁ ହେବ ।

Related Articles

Leave a Reply

Your email address will not be published.

Back to top button