ଏକାଦଶୀରେ ବଡ଼ ଅଘଟଣ- ଦଳାଚକଟାରୁ ୧୦ ମୃତ

ଆନ୍ଧ୍ରରେ ଦଳାଚକଟା। ବଡ଼ ଅଘଟଣ। ଶ୍ରୀକାକୁଲମର କାଶୀବୁଗାରେ ଥିବା ଭେଙ୍କଟେଶ୍ୱର ମନ୍ଦିରର ଦଳାଚକଟାରୁ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏକାଦଶୀ…