କେଦାରନାଥରେ ହେଲିକେପ୍ଟର କ୍ରାସ୍

ଏମ୍ସ ରିଷିକେଷରୁ କେଦାରନାଥ ଯାଉଥିବା ଏକ ଏୟାର ଆଂବୁଲାନ୍ସ କ୍ରାସ୍ କରିଯାଇଛି। ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏଭଳି ଅଘଟଣ ଘଟିଛି। କେଦାରନାଥ ହେଲିପ୍ୟାଡରେ ଅବତରଣ ବେଳେ ଭାଙ୍ଗିଯାଇଥିଲା…