ବିଚାରାଧାରା ପାଇଁ ଜଣକୁ ଜେଲରେ ରଖିହେବନି- ସୁପ୍ରିମକୋର୍ଟ

ଆଦର୍ଶ ପାଇଁ ଜଣଙ୍କୁ ଜେଲରେ ରଖିହେବନି। ଏଭଳି ଟ୍ରେଣ୍ଡ୍ ଏବେ ଚାଲିଲାଣି। ଜଣେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ମର୍ଡର ମାମଲାରେ ଅଭିଯୁକ୍ତ ପୂର୍ବତନ ପିଏଫଆଇ ସଦସ୍ୟଙ୍କୁ ଜାମିନ୍ ଦେବା…