ସର୍ଦ୍ଦି ଲାଗି କୋମଳମତି ପିଲାକୁ ଡାକ୍ତରଙ୍କ ସିଗାରେଟ ଫୁଙ୍କା ଟ୍ରେନିଂ!

ଚିକିତ୍ସା ଲାଗି ଆସିଥିଲା ପିଲାଟି। କିନ୍ତୁ ଡାକ୍ତର ତାକୁ ସିଗାରେଟ ଟଣା ଶିଖାଇଲେ। ୟୁପିର ଜାଲୌନରୁ ଆସିଛି ଏଭଳି ଅଭାବନୀୟ ଭିଡ଼ିଓ। ସରକାରୀ ଡାକ୍ତର ସୁରେଶ ଚନ୍ଦ୍ରା…