ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ

ପୁଣି ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ। ଲ୍ୟାଣ୍ଡିଂ ବେଳେ ହୁ ହୁ ହୋଇ ଜଳିଗଲା ବିମାନ। ତେବେ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାଗ୍ରସ୍ତ…