ରାଜା ରଘୁବଂଶୀ ହତ୍ୟାକାରୀଙ୍କୁ ପ୍ରପର୍ଟି ଡିଲର ଓ ଓ୍ୱାଚମ୍ୟାନଙ୍କ ସହଯୋଗ

ଶେଷରେ ମିଳିଲା ସୋନମର ଲାପଟପ ଓ ରାଜା ରଘୁବଂଶୀଙ୍କର ମୋବାଇଲ। ସିଲଂ ପୁଲିସ ନାଳରୁ ଏହାକୁ ଉଦ୍ଧାର କରିଛି। ଏହା ସହ ଦେଶୀ ପିସ୍ତଲ ଓ ସୁନାର…