ଅଖିଳେଶ ମୋଗଲ ଶାସନର ଶେଷ ବାଦଶାହା

ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ପୂର୍ବତନ ସରଧନା ବିଧାୟକ ସଙ୍ଗୀତ ସୋମ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ…