ବାପାଙ୍କ ପାଇଁ ବିଶ୍ୱକପରୁ ଫେରିଗଲେ ରିଙ୍କୁ- ରିଙ୍କୁଙ୍କ ବଦଳରେ ସଞ୍ଜୁ ସାମସନ ସାମିଲ୍ ହେବେ କି ଟିମରେ?rinku

ବାପାଙ୍କୁ କ୍ୟାନସର। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଉ ପୁଅ ରିଙ୍କୁ ସିଂ ବିଶ୍ୱକପ୍ ଅଧାରୁ ଛାଡ଼ି ଘରକୁ ଫେରିଯାଇଛନ୍ତି। ରିଙ୍କୁଙ୍କ ବାପା ଖାନଚନ୍ଦ ସିଂ…