ଲିଜେଣ୍ଡ ଚାମ୍ପିୟନସିପ ଟାଇଟଲ ଜିତିଲା ଭାରତ

ପାକିସ୍ତାନକୁ ହରାଇ ଭାରତ ଲିଜେଣ୍ଡ ଚାମ୍ପିୟନସିପ ଟାଇଟଲ ଜିତିଛି । ପୂର୍ବତନ କ୍ରିକେଟ ଖେଳାଳିଙ୍କୁ ନେଇ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା । ଫାଇନାଲରେ ଦୁଇ ପ୍ରତିଦ୍ବନ୍ଦୀ…