କାହିଁକି ଓକିଲଙ୍କୁ ବଦଳାଇବାକୁ ଚାହୁଁଛନ୍ତି ପରିବାର ?

ପ୍ରୋସିକ୍ୟୁଟରକୁ ବଦଳାଅ। କାରଣ ଯେମିତି ବାଗରେ ମାମଲା ପରିଚାଳନା କରୁଛନ୍ତି, ତାହା ସମ୍ପୂର୍ଣ୍ଣ ସନ୍ଦେହଜନକ। ଭିଡ଼ ହିଂସାରେ ମୃତ୍ୟୁବରଣ କରିଥିବା ଆଦିବାସୀ ଯୁବକ ମଧୁର ପରିବାର ଲୋକେ…