ପୁରୀରେ ମହୋଦଧି ଆଳତୀ

ସ୍ୱର୍ଗଦ୍ୱାର ସମ୍ମୁଖ ବେଳଭୂମିରେ ଅନୁଷ୍ଠିତ ହେଉଛି ତୀର୍ଥରାଜ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ୧୯ ବର୍ଷ ପୂର୍ତ୍ତି ଉତ୍ସବ। ଆଜି ମହୋଦଧି ଆଳତୀ ଜଗତଗୁରୁ ନିଶ୍ଚଳାନନ୍ଦ…