ମୈନପୁରୀରେ ଘରୋଇ ହିଂସା- ପତିଙ୍କୁ ପିଟିଲେ ପତ୍ନୀ-୩୦୭ ଦଫାରେ ମାମଲା ଖାଇଲେ ପତି

ପତିକୁ ପିଟିଲେ ପତ୍ନୀ। କିନ୍ତୁ ପତି ଉପରେ ପାଲଟା ୩୦୭ ଦଫାରେ ମାମଲା ଠୁଙ୍କିଦେଲା ପୁଲିସ। ଘରୋଇ ହିଂସାରେ ନିଜେ ପତି ପୀଡ଼ିତ ଥିଲେ ସୁଦ୍ଧା ମହିଳାଙ୍କ…