ମହାରାଷ୍ଟ୍ରରେ ମରାଠୀ ଭାଷା ବିବାଦ: ଭାଷା ଆଧାରିତ ରାଜନୀତିରେ ଉତ୍ତେଜନାପୂର୍ଣ୍ଣ ପରିବେଶ

ମହାରାଷ୍ଟ୍ରରେ ମରାଠୀ ଭାଷା ବିବାଦ ତେଜିବାରେ ଲାଗିଛି। ନିକଟରେ ଘଟିଥିବା କିଛି ଘଟଣା ଏବଂ ରାଜନୈତିକ ବିବୃତ୍ତି ଦେଶରେ ଭାଷା, ସଂସ୍କୃତି ଓ ପରିଚୟ ଉପରେ ଏକ…