ମରାଠୀ ଲଢ଼େଇ- ୨୦ ବର୍ଷ ପରେ ଠାକରେ ବ୍ରଦର୍ସ ଗୋଟିଏ ମଞ୍ଚରେ

ଏକାଠି ହେଲେ ଉଦ୍ଧବ ଓ ରାଜ। ଦୁଇ ଭାଇଙ୍କୁ ଏକାଠି ଦେଖିବାକୁ ମିଳିଲା। ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେଙ୍କ ଭିକଟ୍ରି ରାଲିରେ ସାମିଲ ହେଲେ ରାଜ୍…