ବିବାହ ପରେ ମଦ ପାଇଁ ବର ଘଣ୍ଟାଏ ଗାଏବ- ଭାଙ୍ଗୁ ଭାଙ୍ଗୁ ବିବାହ ବର୍ତ୍ତିଗଲା

ବିବାହର ସବୁ ନୀତିକାନ୍ତି ସରିଥିଲା। କନ୍ୟା ବିଦାୟକୁ ଅପେକ୍ଷା ଥିଲା। କିନ୍ତୁ ବର ଘଣ୍ଟାଏ କାଳ କୁଆଡ଼େ ଗାଏବ ହୋଇଗଲେ। ଆଉ ଏହାକୁ ନେଇ ଭାଙ୍ଗିବାକି ବସିଥିଲା…