ଜେଇଇ ମେନ୍ ରେ ଜାଆଁଳା ଭାଇଙ୍କ କମାଲ୍- ରଖିଲେ ସମାନ ସ୍କୋର

ଜେଇଇରେ ଜାଆଁଳା ଭାଇ କଲେ କମାଲ୍। ଉଭୟ ରାଜସ୍ଥାନର କୋଟାରେ କୋଚିଂ ନେଉଥିଲେ। ଘର ଭୁବନେଶ୍ୱରରେ। ଦୁଇ ଭାଇଙ୍କ ନାଁ ହେଲା ମାହାରୁଫ ଅହମ୍ମଦ ଖାନ ଓ…