୫୨ ବର୍ଷର ପ୍ରେମିକ ସାଜିଲା ୨୦ ବର୍ଷ ଗର୍ଭବତୀ ମହିଳାର ହତ୍ୟାକାରୀ

ଯୁବତୀର ବୟସ ମାତ୍ର ୨୦। ବିବାହିତ ଥିଲେ। କିନ୍ତୁ ୫୨ ବର୍ଷର ପ୍ରେମିକର ପ୍ରେମରେ ଅନ୍ଧ ହୋଇ ଘରୁ ଫେରାର୍ ହୋଇଯାଇଥିଲେ। ଏ ନେଇ ଯୁବତୀ ଗୁଡ଼ିଆଙ୍କ…