ସୁଭଦ୍ରା ଆବେଦନକାରୀ ତାଲିକାରେ ପୁରୁଷ

ସୁଭଦ୍ରା ଯୋଜନାରେ ଆସିଲା ସାଙ୍ଘାତିକ ତଥ୍ୟ। ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ଆବେଦନ କରିଛନ୍ତି ପୁରୁଷ। ସର୍ଟିଙ୍ଗ ବେଳେ ଜଣାପଡିଲା ଏହି ତଥ୍ୟ। ସୁଭଦ୍ରା ପାଇଁ…