ପିରିୟଡର ପ୍ରମାଣ ମାଗିବାରୁ ଛାତ୍ରୀଙ୍କ ମୃତ୍ୟୁ!

କଲେଜରେ ବିଳମ୍ୱରେ ପହଞ୍ଚିଥିଲେ ୧୯ ବର୍ଷୀୟା ଛାତ୍ରୀ ବର୍ଷିନୀ। କିନ୍ତୁ କ୍ଲାସରୁମକୁ ପ୍ରବେଶ କରିବାକୁ ଅନୁମତି ଦେଲେନି ଅଧ୍ୟାପକ। ପିରିୟଡ୍ ହୋଇଥିବାରୁ ବିଳମ୍ୱ ହେଲା ବୋଲି କହିଥିଲେ…