ସବରେଜିଷ୍ଟ୍ରାରଙ୍କ ନାଁରେ ପାର୍ଟପ୍ଲଟ ଚାନ୍ଦା: ବିବାଦରେ ବେଗୁନିଆ

ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଅବଶ୍ୟ ସରକାର ପାର୍ଟ-ପ୍ଲଟ କିଣାବିକା ଉପରୁ ସମସ୍ତ କଟକଣା ହଟାଇଦେଲେ। ଏହା ସ୍ୱାଗତଯୋଗ୍ୟ। ଦୀର୍ଘ ବର୍ଷ ହେଲା ଲୋକେ ଏହି ସମସ୍ୟାରେ…