ଝିଅକୁ ଦୁଷ୍କର୍ମ-ପତ୍ନୀକୁ ତଲାକ୍:  ବନ୍ଧାହେଲା ଦୁର୍ବୃତ୍ତ

ନିଜର ନାବାଳିକ ଝିଅକୁ ଦୁଷ୍କର୍ମ କଲା। ଆଉ ଏଭଳି ପିଶାଚର କାରନାମା ପତ୍ନୀ ଜାଣିଦେବା ପରେ ତୁରନ୍ତ ତଲାକ୍ ଦେଇଦେଲା। ୟୁପିର ବିଜନୋରରେ ଏଭଳି ଅଭାବନୀୟ ଘଟଣା…