ବନ୍ଧକ ଭଳି ଅନୁଭବ କରୁଛି- ଇସ୍ତଫା ଦେଇପାରନ୍ତି ୟୁନୁସ୍‌!

ବାଂଲାଦେଶ ସରକାରର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେଇପାରନ୍ତି। ରାଜନୈତିକ ଦଳମାନଙ୍କ ମଧ୍ୟରେ ସମ୍ମତିର ଅଭାବ ଓ ସାମରିକ ଚାପ ବଢ଼ିଥିବା ପରିସ୍ଥିତିରେ ଏବେ…