ମଙ୍କିପକ୍ସ ପ୍ରଥମ ଟୀକାକୁ “WHO” ର ଅନୁମତି

ଆଫ୍ରିକୀୟ ଦେଶଗୁଡ଼ିକରେ ବହୁଳ ଭାବେ ବ୍ୟାପିଥିବା ମଙ୍କିପକ୍ସକୁ ରୋକିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ଡେନ୍ମାର୍କର ବାୟୋଟେକ୍ କମ୍ପାନୀ ବାଭାରିଆନ୍ ନର୍ଡିକ୍ର ଏମ୍ଭିଏ-ବିଏନ୍ ଏମ୍ପକ୍ସ ଟିକାକୁ ଶୁକ୍ରବାର…