ନନ୍ଦନକାନନରେ ମାଈ ହାତୀ ‘ହୀରା’ ଅସୁସ୍ଥ  

ନନ୍ଦନକାନନରେ ମାଈ ହାତୀ ‘ହୀରା’ ଅସୁସ୍ଥ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହାତୀ ସଫାରୀରେ ରହୁଥିବା ୨୭ବର୍ଷର ମାଈ ହାତୀ ‘ହୀରା’ ଏବେ ଅସୁସ୍ଥ। ସେ ଠିକ୍‌ରେ ଚଲାବୁଲା…