ବିପଦପୂର୍ଣ୍ଣ ମାଉନଣ୍ଟେନ ରାଲିରେ ଓଡ଼ିଆପୁଅ ଦ୍ଵିତୀୟ

ଭୁବନେଶ୍ୱର: ମାଇନସ ୧୮ ଡିଗ୍ରୀ ତାପମାତ୍ରା । ୧୫ ହଜାର ଫୁଟ ଉପରେ ପାହାଡ଼ର ବିପଦପୂର୍ଣ୍ଣ ଘାଟିରେ ଚାଲିଥିଲା ମାଉନଣ୍ଟେନ ରାଲି । ଟିକିଏ ଏପାଖ ସେପାଖ…