ଚର୍ଚ୍ଚାରେ ଅନନ୍ତ ଅମ୍ୱାନୀଙ୍କ ପଦଯାତ୍ରା

ପଦଯାତ୍ରାରେ ଅନନ୍ତ ଅମ୍ୱାନୀ। ଜାମନଗରରୁ ଦ୍ୱାରକା ଯାଏଁ ୧୪୦ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ଅନନ୍ତ। ଦୈନିକ ୧୦ରୁ ୧୨ କିଲୋମିଟର ଚାଲୁଛନ୍ତି ଅନନ୍ତ। ଯାତ୍ରା ଭିତରେ ରାସ୍ତାରେ…