ମୁମ୍ୱାଇ ମେୟର – ରେଜିଷ୍ଟ୍ରେସନ ବିଳମ୍ୱରୁ ଘୁଞ୍ଚିବ ନିର୍ବାଚନ!

ମୁମ୍ୱାଇର ନୂଆ ମେୟର ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଯେହେତୁ ରାଜନୀତିକ ଦଳର ରେଜିଷ୍ଟ୍ରେସନ ପ୍ରକ୍ରିୟା ଏବେ ବି ଅଧୁରା ରହିଛି। ବିଜେପି…