ଲୋକାଲ ଟ୍ରେନରୁ ଖସିପଡ଼ି ୫ ମୃତ..

ମୁମ୍ୱାଇରେ କାଳ ସାଜିଲା ଲୋକାଲ ଟ୍ରେନ୍। ଚଳନ୍ତା ଗାଡ଼ିରୁ ଖସିଗଲେ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ। ଆଉ ୫ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୁମ୍ୱ୍ରା- ଦିବା ଷ୍ଟେସନ ମଝିରେ ଏଭଳି…